ଆପଣ ମାନଙ୍କୁ ଆମର ପୋର୍ଟୱଲ କୁ ବହୁତ ବହୁତ ସ୍ୱାଗତ କରିୁଛୁ । ଯେଉଁଠୀ ଆପଣ ମାନେ ଆଜିର ସମୟର କଥା କହିଲେ ସହରରେ କେତେ ପରିମାଣ ରେ ଉନ୍ନତି ହେଉ ଥିବା ବେଳେ ହେଲେ ଆଜିର ଦିନ ରେ ବି ଗ୍ରାମଞ୍ଚଳ ରେ ବିକାଶ କାର୍ଯ୍ୟ ଆରମ୍ଭ ବି ହୋଇ ନାହିଁ କହିଲେ ଚଳିବ । ତେବେ ସ୍ୱଚ୍ଛତା ର କଥା ବିଚାର କଲେ ନିଶ୍ଚିତ ଭାବେ ଆଜିର ଦିନ ରେ ଗ୍ରାମଞ୍ଚଳ ବହୁତ ପଛରେ ରହିଛି । ସରକାର ଙ୍କ ପାଇଖାନା ଦେବା ମାତ୍ରେ ବି ଆଜି ବି କିଛି ଲୋକ ମାନେ ଏମିତି ରହିଛନ୍ତି , ଯେଉଁ ମାନେ ନିଜର ପାଇଖାନା ବ୍ୟବହାର ନ କରି ପଦାକୁ ଝାଡା ଯିବା ପାଇଁ ବହୁତ ପସନ୍ଦ କରୁଛନ୍ତି । ଆମେ ଆଜି ସେହି ମାନଙ୍କ ବିଷୟ ରେ ସରକାର ଙ୍କ ନୂଆ ନିୟମ ବିଷୟ ରେ ଆପଣ ମାନଙ୍କୁ ସୂଚନା ପ୍ରାପ୍ତ କରେଇା ପାଇଁ ଆସିଛୁ ।
ଏହି ଦିନ ମାନଙ୍କ ରେ ଭାରତ ସରକାରଙ୍କ ପକ୍ଷରୁ ପାଇଖାନା ର ବ୍ୟବସ୍ତା କରା ଜାଇ ଥିବା ବେଳେ ହେଲେ କିଛି ରାଜ୍ୟ ରେ ଲୋକ ମାନେ ସେହି ସବୁକୁ ବ୍ୟବହାର କରିବା ପାଇଁ କୁଣ୍ଠା ବୋଧ କରୁ ଥିବାର ଦେଖିବା ପାଇଁ ମିଳିଛି । ଏଥିରେ ଖାସ୍ କରି ମଧ୍ୟ ପ୍ରଦେଶ ବେସୀ ପରିମାଣ ରେ ସାମିଲ୍ ରହିଛି । କେବଳ ସେହିଥି ପାଇଁ ଏହି ଦିନ ରେ ମଧ୍ୟ ପ୍ରଦେଶ ସରକାର ଙ୍କ ନିୟମ ଅନୁସାରେ ଯଦି ଆପଣ ମାନେ ମଧ୍ୟ ପ୍ରଦେଶ ର ବାସିନ୍ଦା ହୋଇ ଥାନ୍ତି । ତେବେ ସେଠାରେ ଆପଣ ମାନେ ଘରେ ଥିବା ପାଇଖାନା ବ୍ୟବହାର କରୁ ଛନ୍ତି ବୋଲି ଦେଖେଇ 51 ହଜାର ଟଙ୍କା ଜିତି ପାରିବେ ।
ଏଥି ପାଇଁ ଆପଣ ମାନଙ୍କୁ ସର୍ବ ପ୍ରଥମେ ନିଜର ପତି ବା ପତ୍ନୀ ଙ୍କ ସହିତ ନିଜର ବ୍ୟବହାର କରୁ ଥିବା ପାଇଖାନା ପାଖକୁ ନେଇ ଗୋଟିଏ ସେଲଫି ନେବା ପାଇଁ ପଡିବ ଏବଂ ସେହି ସେଲଫି କୁ ସେଲଫି ମଧ୍ୟ ପ୍ରଦେଶ ଡଟ୍ ଇନ୍ ରେ ପୋଷ୍ଟି କରିଲେ ଆପଣ ମାନଙ୍କୁ 51 ହଜାର ଟଙ୍କା ପୁରସ୍କାର ମିଳି ପାରିବ ବୋଲି ସୂଚନା ରହିଛଇ । ଏହି ମଧ୍ୟ ରେ ନିୟମ ରହିଛଇ ଆପଣ ମାନେ ସେଲଫି ନେଉ ଥିବା ପାଇଖାନା ଟି ପୁରୁଣା ହେବା ନିତ୍ୟାନ୍ତ ଆବଶ୍ୟକ ଅଟେ । ତେବେ ଜାଇ ଆପଣ ମାନେ ଏହି ରିୱାର୍ଡ ର ହକଦାର୍ ହୋଇ ପାରିବେ ।
ଏହି ଭଳି ପୋଷ୍ଟ ସବୁବେଳେ ପଢିବା ପାଇଁ ଏବେ ହିଁ ଲାଇକ କରନ୍ତୁ ଆମ ଫେସବୁକ ପେଜକୁ , ଏବଂ ଏହି ପୋଷ୍ଟକୁ ସେୟାର କରି ସମସ୍ତଙ୍କ ପାଖେ ପହଞ୍ଚାଇବା ରେ ସାହାଯ୍ୟ କରନ୍ତୁ
Source: Odiapost



EmoticonEmoticon